Posts

Showing posts from October, 2020

ADS

ଆଜିଠୁ ଖୋଲିଲା କୂଳଡିହା ଅଭୟାରଣ୍ୟ, ୮ ମାସ ଧରି କୋଭିଡ କଟକଣା ପାଇଁ ଥିଲା ବନ୍ଦ

Image
ନୀଳଗିରି ୦୧।୧୧: ଆଜିଠୁ ଖୋଲିଲା କୂଳଡିହା ଅଭୟାରଣ୍ୟ । ଦୀର୍ଘ ୮ ମାସ ଧରି କୋଭିଡ କଟକଣା ସହ ବର୍ଷା ଋତୁ ପାଇଁ କୂଳଡିହା ଅଭୟାରଣ୍ୟ ବନ୍ଦ ପଡିଥିଲା । ଏବେ କୋଭିଡ ନିୟମ ପାଳନ ହେବା ସହ ପୁଣି ଅଭୟାରଣ୍ୟ ଖୋଲିଛି ।  ଏହା ସହ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀଯାପନର ବ୍ୟବସ୍ଥା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । prameyanews.com ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୂଳଡିହା ଅଭୟାରଣ୍ୟ ରହିଛି । ଯାହା ୨୭୨.୭୫ ବର୍ଗ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତି । ଅଭୟାରଣ୍ୟଟି ପ୍ରାକୃତି ସୌନ୍ଦର୍ଯ୍ୟରେ ଭରପୁର । ଏହା ସହ ହାତୀ, ବାଘ, ଭାଲୁ, ଗୟଳ ସହ ବିଭିନ୍ନ ଦେଶୀ ବିଦେଶୀ ପକ୍ଷୀ ମଧ୍ୟ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳେ । ପର୍ଯ୍ୟଟକ ମାନେ ଏଠାକୁ ଆସି ବୁଲା ବୁଲି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିଥାନ୍ତି । ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ  ବନ ବିଭାଗ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ଅଭୟାରଣ୍ୟରେ କୋଭିଡ ନିୟମ ମାନିବା ପାଇଁ ଗୁରୁତ୍ବ ଦିଆଯାଇଛି ।  from Prameya News7

ଜୀବନ ହାରିଲେ ଆଉ ଜଣେ କୋଭିଡ ଯୋଦ୍ଧା, ଏୟାର ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା ହାଇଦ୍ରାବାଦ

Image
ତାଳଚେର,୦୧/୧୧: କୋଭିଡ୍‌ ଦାୟିତ୍ୱରେ ରହି ରୋଗୀ ସେବା କରୁ କରୁ ନିଜେ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି ଅନ୍ୟତମ କରୋନା ଯୋଦ୍ଧା ଚାଳଗଡ଼ ଗ୍ରାମର ଯୁବ ଡାକ୍ତର ବିଶ୍ୱନାଥ ରାଉତ (୪୦)। ଜଣେ ଯୁବ ଓ ଦକ୍ଷ ଡାକ୍ତର ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିବା ଡା. ରାଉତଙ୍କ ଅକାଳ ବିୟୋଗରେ ତାଳଚେର ଚାଳଗଡ଼ ସମେତ ବୌଦ୍ଧ, ହିନ୍ଦୋଳ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଡା. ରାଉତ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଘଣ୍ଟାପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର ରମେଶ ଚନ୍ଦ୍ର ରାଉତଙ୍କ ସୁପୁତ୍ର ବିଶ୍ୱନାଥ ପ୍ରଥମେ ହିନ୍ଦୋଳ ବ୍ଲକ୍‌ ଅନ୍ତର୍ଗତ ଖଜୁରିଆକଟା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରି ଅଞ୍ଚଳବାସୀଙ୍କ ହୃଦୟ ଜିଣିପାରିଥିଲେ । ବୌଦ୍ଧ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଗତ ଅଗଷ୍ଟ ମାସରେ ସେ କରୋନା ସଂକ୍ରମିତ ହୋଇଥିଲେ। ସେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଫୁସ୍‌ଫୁସ୍‌ ସଂକ୍ରମଣଜନିତ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ଗତମାସରେ ଏୟାର୍‌ ଆମ୍ବୁଲାନ୍‌ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । କରୋନାକୁ ପରାସ୍ତ କରିଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିଗଲେ ଡା. ରାଉତ । ଶନିବାର ଦିନ ଅପରାହ୍ଣ ଗୋଟାଏ ବେଳେ ମରଶରୀର ଜନ୍ମମାଟି ଚାଳଗଡ଼ ଗ୍ରାମରେ ପହଞ୍ଚି ଥିଲ

କୋଭିଡ଼ କଟକଣାରେ ଖୋଲିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ମାନିବାକୁ ପଡିବ କଟକଣା

Image
ବାରିପଦା ୦୧।୧୧: ଖୋଲିଲା ଶିମିଳିପାଳ । କୋଭିଡ କଟକଣା ଭିତରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳିକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଏଠାକୁ ଦୈନିକ ସର୍ବାଧିକ ୩୫ଟି ଚାରି ଚକିଆ ଯାନ କଳିଆଣି ତନଖି ଫାଟକ ଯଶୀପୁର ଓ ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବ । ଏଥିପାଇଁ ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକଟ ବୁକିଂ ଚାଲିବ । ଯାତ୍ରୀ ନିବାସରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ । from Prameya News7

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ : ସିଂହଦ୍ବାର ସମ୍ମୁଖରେ ଲାଗିଛି ବ୍ୟାରିକେଡ, ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା

Image
ପୁରୀ ୦୧।୧୧: ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ସେହିଭଳି ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ଥିବାରୁ ଭକ୍ତ ତଥା ହବିଷ୍ୟାଳୀ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି। ବିଶେଷ କରି ପତିତପାବନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଭିଡ଼ ହେଉଥିବାରୁ ସେଠାରେ ଏକ ସ୍ବତନ୍ତ୍ର ବ୍ୟାରିକେଡ଼ କରାଯାଇଛି । ଭକ୍ତ ମାନେ ସେହି ରାସ୍ତାରେ ଯାଇ ସିଧା କାକୁଡ଼ିଖାଇ ଛକରେ ପହଞ୍ଚି ଶ୍ରୀମନ୍ଦିର ଚାରିପାଖ ପ୍ରଦକ୍ଷଣ କରିପାରିବେ। ସେହିପରି କାର୍ତ୍ତିକ ମାସରେ ଭକ୍ତ ମାନେ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ସେ ନେଇ ଉତ୍ତର ଓ ଦକ୍ଷିଣଦ୍ବାର ନିକଟରେ ଏକ ସେଡ଼ କରାଯାଇଛି । ସେଠାରେ ସୁଆର ମହାସୁଆର ନିଯୋଗ ଠାରୁ ଟୋକନ ନେଇ ଭକ୍ତ ସୁଲଭ ମୁଲ୍ୟରେ ମହାପ୍ରସାଦ ପାଇ ପାରିବେ । ଅନଲକ ୬ରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କିନ୍ତୁ  ମହାପ୍ରଭୁଙ୍କ କାର୍ତ୍ତିକ ନୀତି, ଦୀପାବଳି, ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଓ ନୂଆବର୍ଷରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର

ଡେଲିଭରି ବୟଙ୍କୁ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ, ଥାନାରେ ଏତଲା

Image
ଭୁବନେଶ୍ୱର ୧୧/୧୦: ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିରେ ଦୁର୍ବୃତ୍ତମାନେ ଜଣେ ଡେଲିଭରି ବୟଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଛନ୍ତି । ଏନେଇ ଡେଲିଭରି ବୟ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଥାନାରେ ଏତଲା ଦେଇଛନ୍ତି । ପୋଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଛି ତନାଘନା । ମିଳିଥିବା ସୂଚନା ମୁତାବକ, ପଥରବନ୍ଧ ବସ୍ତିରେ କାର୍ତ୍ତିକ ନାୟକ ଓ ବୁନୁ ଦାସଙ୍କ ପରିବାର ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି। ଉଭୟ ପରିବାର ମଧ୍ୟରେ ବହୁ ଦିନରୁ ତିକ୍ତତା ଲାଗି ରହିଛି । ଶନିବାର କୌଣସି କଥାକୁ ନେଇ ଦୁଇ ପରିବାର ମଧ୍ୟରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। କାର୍ତ୍ତିକଙ୍କ ପୁଅ ଦୀପକ ଉତ୍ତ୍ୟକ୍ତ ହୋଇ ବୁନୁଙ୍କ ଭାଇ ତଥା ଉକ୍ତ ୱାର୍ଡର ସଭାପତି ଭାବେ କାର୍ଯ୍ୟ କରୁଥିବା ବୁଲୁ କୁମାରଙ୍କ ମୁଣ୍ଡକୁ ଏକ ଲୁହା ରଡ୍‌ରେ ଆକ୍ରମଣ କରିଥିଲା । ଫଳରେ ବୁଲୁଙ୍କ ମୁଣ୍ଡ ଫାଠିଯିବା ସହ ସେ ରକ୍ତାକ୍ତ ହୋଇ ଯାଇଥିଲେ। ଏହି ଗଣ୍ଡଗୋଳ ବେଳେ ସ୍ଥାନୀୟ ଅଞ୍ଚଳର କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ ଅନଲାଇନ୍‌ ଅର୍ଡର ଜିନିଷ ଡେଲିଭରି କରିବାକୁ ସେଠାରେ ପହଞ୍ଚି ଥିଲେ ପୂର୍ଣ୍ଣଚନ୍ଦ୍ର । ହଠାତ ତାଙ୍କୁ ଆକ୍ରମଣ କରି ଗଣ୍ଡଗୋଳ କରୁଥିବା ଲୋକମାନେ ଜିନିଷ ଲୁଟି ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। from Prameya News7

Bihar Election 2020 LIVE Updates: Hope He Speaks Only on Issues Concerning State & Its People, Says Tejashwi Ahead of PM Modi’s Rallies

Image
Bihar Election 2020 LIVE Updates: Ahead of Prime Minister Narendra Modi’s rallies in poll-bound Bihar, RJD leader Tejashwi Yadav took a dig at him, saying he hopes the prime minister would speak only on issues concerning the state and its people. from Top Politics News- News18.com

Arrested, Tortured, Imprisoned: The U.S. Contractors Abandoned in Kuwait

Dozens of military contractors, most of them Black, have been jailed in the emirate — some on trumped-up drug charges. Why has the American government failed to help them? from NYT > Top Stories

ଆଇପିଏଲ ବେଟିଂ ବେଳେ ପୋଲିସର ଅତର୍କିତ ଚଢଉ, ୫ କିଙ୍ଗପିନ୍ ଗିରଫ, ମୁମ୍ବାଇକୁ ଲମ୍ବିଛି ଚେର

ସମ୍ବଲପୁର,୦୧/୧୧: ବେଶ ସୁରୁଖୁରୁରେ ସମ୍ବଲପୁରରେ ଚଳାଇଥିଲେ ଆଇପିଏଲ ବେଟିଂ। ହେଲେ ପୁଲିସ ବି ଧରିବାକୁ ଯୋଜନା ପ୍ରସ୍ତୁତ କରି ରହିଥିଲା। ଯେମିତି ଏହାର କିଙ୍ଗପିନ ମାନଙ୍କୁ ଧରିବ । ଆଉ ଠିକ ସେଇଆ ହେଲା ।ପୁଲିସ ପଞ୍ଝାରେ ପଡ଼ିଛନ୍ତି ଆଇପିଏଲ୍‌ ବେଟିଂର ୫ କିଙ୍ଗ୍‌ପିନ୍‌ । ସହରର ବିଭିନ୍ନ ଥାନାଞ୍ଚଳରେ ବେଟିଂରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସମ୍ବଲପୁର ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ କ୍ଷେତରାଜପୁର ଥାନାଞ୍ଚଳରସୋମନାଥ ଘୋଷ (୩୮), ଧନୁପାଲି ଥାନାଞ୍ଚଳର ବିନୋଦ ସୋରେ, ବିକାଶ ରାଉତ, ରାକେଶ ନିଖାଟିଆ ଏବଂ ଟାଉନ ଥାନାଞ୍ଚଳର ବାବୁଲ ପ୍ରଧାନ (୩୦) । ପୁଲିସ ସେମାନଙ୍କ ପାଖରୁ ପ୍ରାୟ ୧୫ ହଜାରରୁ ଅଧିକ ଟଙ୍କା ଜବତ କରିଛି । ସେପଟେ ଅଭିଯୁକ୍ତମାନେ ବିଭିନ୍ନ ୱେବସାଇଟ୍‌ ଏବଂ ଆପ ମାଧ୍ୟମରେ ବେଟିଂ କରୁଥିବା ଜଣାପଡ଼ିଛି । ଏନେଇ ଅଧିକ ଖୋଳତାଡ଼ ପୁଲିସ ଜାରି ରଖିଛି । ସୂଚନାନୁସାରେ ସମ୍ବଲପୁର ସହରର ବିଭିନ୍ନ ଥାନାଞ୍ଚଳରେ ଆଇପିଏଲ୍‌ ବେଟିଂରେ ଦିନକୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଉଡୁଥିଲା। ପ୍ରତ୍ୟେକ ମ୍ୟାଚ୍‌ରେ ବୁକିମାନେ ଓଭର ଏବଂ ୱିକେଟ୍‌ ପିଛା ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଉଥିଲେ। ସହରର ଚାଲିଥିବା ବେଆଇନ୍‌ ବେଟିଂ ଉପରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଡା. କନୱର ବିଶାଲ ସିଂହ ଅବଗତ ହେବା ପରେ କିଙ୍ଗପିନକୁ ଗିରଫ ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ। ଏନେଇ ସଦର ଏସ୍‌ଡିପିଓ ତପନ

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

Image
ଲମତାପୁଟ ୦୧।୧୧: ମାଛକୁଣ୍ଡ ଏବଂ ପଡୁଆ ପୋଲିସକୁ ବଡ଼ ସଫଳତା । ଗୋଡାଉନ ଉପରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୧ଲକ୍ଷ ଟଙ୍କାରୁ ଅଧିକ ହେବ । ଗଞ୍ଜେଇ ବୋଝେଇ ଭ୍ୟାନ୍‌କୁ ଜବତ କରିଛି ପୋଲିସ । ଜିଲ୍ଲାରେ ଗଞ୍ଜେଇ କାରବାର ବଡୁଥିବାର ନୂଆ ରଣନୀତି ଆପଣାଇଛି ପୋଲିସ । ଗଞ୍ଜେଇ ଗଚ୍ଛିତ ରଖିଥିବା ଗୋଦାମ ଉପରେ ଚଢାଉ  କରାଯାଉଛି । ବିଶେଷ ସୁତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ  ନନ୍ଦପୁର ଏସଡ଼ିପିଓ ,  ଲମତାପୁଟ ,  ମାଛକୁଣ୍ଡ  , ଜଲାପୁଟ ପୋଲିସ ପକ୍ଷରୁ ୫ ଜଣିଆ ଟିମ ଗଠନ କରାଯାଇଥିଲା । ଏହି ଟିମ୍‌ ହନୁମାଳ  ଗାଁର ଗୋବର ଧନ ଦଳାଇଙ୍କ ଘରେ ଚଢାଉ  କରିଥିଲେ । ଘର ଭିତରୁ  ୩୫ଟି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ସେପଟେ ପୋଲିସ ଗାଁରେ ପଶିବା ମାତ୍ରେ ମୁଖ୍ୟ ଅଭଯୁକ୍ତ ଗୋବରଧନ ଘରୁ ଖସି ଯିବାରେ ସକ୍ଷମ ହୋଇଥିଲା ।   ସ୍ଥାନୀୟ ମାଜିଷ୍ଟେଡ ଉପସ୍ତିତରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଚଢାଉରେ ପ୍ରାୟ ୮ କ୍ୱିଣ୍ଟାଲ ୧୨ କେଜି  ଗଞ୍ଜେଇ  ଜବତ କରିଛି ପୋଲିସ ।  ଏହାର ମୂଲ୍ୟ ୮୧  ଲକ୍ଷ ଟଙ୍କାରୁ  ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି ।   ସେହିପରି  ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ  ନନ୍ଦପୁର ଏବଂ ପଡୁଆ ଥାନା  ଅଧିକାରୀ  ପାଟ୍ରେଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନକୁ ଅଟକାଇଥିଲେ ।  ରାତିର ଅନ୍ଧାର ସାଙ୍ଗକ

ମିଆଁମାର ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ, ଓଡିଶା ଉପରେ କ’ଣ ରହିବ ପ୍ରଭାବ ?

Image
ଭୁବନେଶ୍ୱର,୦୧/୧୧: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାଂଲାଦେଶ ମୁହାଁଇବ। ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ । ଏହା ପରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ତାହା ମଧ୍ୟ ମିଆଁମାର କିମ୍ବା ସଂଲଗ୍ନ ବାଂଲାଦେଶକୁ ମୁହାଁଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ସମ୍ଭାବନା କମ୍‌ । ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ଡକ୍ଟର ପଶୁପାଳକ କହିଛନ୍ତି, ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶାରେ କିଛି ବର୍ଷା କରାଇବ ନାହିଁ। ରବିବାର ଏହା ବାଂଲାଦେଶ ଉପକୂଳ ଛୁଇଁପାରେ। ପ୍ରଶାନ୍ତ ମହାସାଗରରେ ଆଉ ଏକ ମହାବାତ୍ୟା ରହିଛି। ଯାହାକି କ୍ୟାଟାଗୋରି-୫। ଏଥିରେ ପବନର ଗତି ଘଣ୍ଟା ପ୍ରତି ୨୧୫ କିମି ଓ ପବନର ଧକ୍କା ୨୬୫ କିମି । ଚଳିତବର୍ଷ ଏହା ବିଶ୍ୱର ସବୁଠୁ ଶକ୍ତିିଶାଳୀ ବାତ୍ୟା। ରବିବାର ମଧ୍ୟାହ୍ନ ବେଳକୁ ଏହି ମହାବାତ୍ୟା ଫିଲିପାଇନ୍ସ ଅତିକ୍ରମ କରି ୪ ତାରିଖ ରାତି କିମ୍ବା ୫ ତାରିଖ ଭୋର ସମୟରେ ଭିଏତନାମ ସ୍ଥଳଭାଗ ଛୁଇଁବ। ଏହାର ଅବଶିଷ୍ଟାଂଶ ପ୍ରଭାବରେ ଆସନ୍ତା ୮ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ଯାହାକି ୯ ତାରିଖରେ ଲଘୁଚାପ ରୂପ ନେଇପାରେ। ଏହା ପ୍ରଥମେ ଉତ୍ତର-ପଶ୍ଚିମରେ

ନଭେମ୍ବର ୧ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Image
ମେଷ – ଦ୍ୱିଜା ନକ୍ଷତ୍ରର ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ । ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ) ରୋଗୀ- ବ୍ୟାୟାମ୍ କରିବା ଉଚିତ୍ । ଛାତ୍ରଛାତ୍ରୀ- ବିଜ୍ଞ ହେବେ । କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ । ବ୍ୟବସାୟୀ- ଅର୍ଥ ହାନୀ ହେବ । ଗୃହିଣୀ- ସୁଖୀ ହେବେ । ବୃଷ – କୌଣସି କ୍ଷେତ୍ରରେ ଅଯଥା ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ବନ୍ଧୁଙ୍କ ସହାନୁଭୂତି ନିଶ୍ଚିୟ ଲାଭ କରିବେ । ରୋହିଣୀ ନକ୍ଷତ୍ରର ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପାଖ ପଡୋଶୀଙ୍କ ସାହାର୍ଯ୍ୟ କାମକୁ ଆସିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ । ଚାଷୀ- ଜଳ ସଞ୍ଚୟ କରନ୍ତୁ । ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି । ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ । କର୍ମଜୀବି- ସହଯୋଗ ମିଳିବ । ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀ- ସୁଖଭାରା ଦିନଟି । ମିଥୁନ – ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘ ଦିନ ଆଶା ଓ ଅଭିଳାଷକୁ ସାକାର କରାଇବ । ମୃଗଶିରା ନକ୍ଷତ୍ରର ସ୍ୱାସ୍ଥ୍ୟରେ ଉନ୍ନତି, ଗୃହ, ଜମିଜମା, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଆଜି ଅନୁକୂଳ ଫଳ ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ । ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ

Got Worries? Make Newspaper Dolls to Catch Them

Image
By BY CHRISTY HARMON from NYT At Home

Kids’ Graphic Novels That Turn the Superhero Genre on Its Head

Image
By BY GENE LUEN YANG from NYT Books

Texas: All of a sudden, a two-party election in the Lone Star State.

Image
By BY MANNY FERNANDEZ from NYT U.S.

Final Weekend Campaigning Reflects Both Traditional Barnstorming and 2020 Chaos

The candidates visited two of the key “Blue Wall” states Mr. Trump won in 2016. from NYT > Top Stories

Trump Merchandise Outsells Biden's, China's Factories Say

The measure is unscientific at best. But merchants say sales of the president’s campaign merchandise at a major wholesale market are outstripping Biden’s. from NYT > Top Stories

‘They’re coming after our state,’ McSally warns Arizona Republicans.

Image
By BY JENNIFER MEDINA from NYT U.S.

The Battlegrounds Within Battlegrounds

Image
By BY KEITH COLLINS, TRIP GABRIEL AND STEPHANIE SAUL from NYT U.S.

Celebrities lend Biden a hand in turning out the vote in Philadelphia.

Image
By BY NICK CORASANITI from NYT U.S.

Stanford Study Seeks to Quantify Infections Stemming From Trump Rallies

Image
By BY SHERYL GAY STOLBERG from NYT U.S.

Senator Kelly Loeffler of Georgia, facing opponents from both parties, embraces Trumpism.

Image
By BY RICHARD FAUSSET from NYT U.S.

Police in North Carolina use a chemical spray to disperse a get-out-the-vote rally.

Image
By BY MICHAEL LEVENSON from NYT U.S.

George Shultz Speaks Out for Renewing U.S. Leadership Overseas

Image
By BY PETER BAKER from NYT U.S.

Earthquake Death Toll Rises to 22 in Turkey, Greece; Jolt Triggers Mini-Tsunami and Rare Diplomacy

Image
The late afternoon quake caused a mini-tsunami on the Aegean island of Samos and a sea surge that turned streets into rushing rivers in a town on Turkey's west coast. The US Geological Survey said the 7.0 magnitude tremor hit 14 kilometres (nine miles) off the Greek town of Karlovasi on Samos. from Top World News- News18.com

Canada Police, Border Agency Accused of Colluding to Get Huawei Exec's Passcodes

Image
Canada Border Services Agency (CBSA) officer Scott Kirkland interrogated the Huawei chief financial officer for three hours during a stopover at the Vancouver airport in December 2018. from Top World News- News18.com

Ivory Coast Votes For President In Test Of Post-war Stability

Image
Ivory Coast goes to the polls on Saturday as President Alassane Ouattara seeks a third term in an election two rival candidates have urged their supporters to boycott. from Top World News- News18.com

ଅକ୍ଟୋବର ୩୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଶନି ଦୃଷ୍ଟି ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ନେଇ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ । ଘରକଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ । ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ । ରୋଗୀ- ୟୋଗା କରନ୍ତୁ । ଛାତ୍ରଛାତ୍ରୀ- ସାଠରେ ମନ ଦେବେ । କର୍ମଜୀବି- ପ୍ରଶଂସିତ ହେବେ । ବ୍ୟବସାୟୀ- ଅର୍ଥ ହାନୀ ହେବ । ଗୃହିଣୀ- ସୁଖ ଅନୁଭବ କରିବେ । ବୃଷ – ନୀଚସ୍ଥ ଶୁକ୍ରଙ୍କ ଯୋଗୁ ସବୁ ଠିକ୍ ଥିବ, କିନ୍ତୁ ଶେଷ ସମୟରେ ବିଗିଡି ଯାଇପାରେ । ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, କହିବେ ବହୁତ କିନ୍ତୁ କାମ କଲା ବେଳକୁ ସେମାନଙ୍କ ଦେଖା ମିଳି ନ ପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ । ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ । ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ । ଛାତ୍ରଛାତ୍ରୀ- ବିଜ୍ଞ ହେବେ । କର୍ମଜୀବି- ସମ୍ମାନିତ ହେବେ । ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି । ଗୃହିଣୀ- ଧାର୍ମିକ ହେବେ । ମିଥୁନ – ଆଜିର ଚନ୍ଦ୍ର ଓ ବୁଧଙ୍କ ଷଡାଷ୍ଟକ ସ୍ଥିତିଜନିତ ପ୍ରତ୍ୟେକ କାମ ଯୁକ୍ତିତର୍କ ମଧ୍ୟରେ ସମାହିତ ହେବ । ଅଧିକାଂଶ ସମୟରେ ଭୁଲ୍ ବୁଝାମଣାରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ । ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ବ୍ୟାୟାମ୍ କ

Terrapin Topper

Image
By BY CAITLIN LOVINGER from NYT Crosswords & Games

What Keeps Facebook’s Election Security Chief Up at Night?

The social media company’s head of cybersecurity policy on “perception hacks” and what it will take to have an authentic election. from NYT > Top Stories

The puzzle isn’t complete. Pennsylvania is the last piece for Biden.

Image
By BY NATE COHN from NYT The Upshot

What Keeps Facebook’s Election Security Chief Up at Night?

Image
By BY CHARLIE WARZEL from NYT Opinion

Do Dunkin’ and Arby’s Go Together? Private Equity Group Bets $11 Billion They Do

Image
By BY LAUREN HIRSCH from NYT Business

How to Take On the Tech Barons

Image
By BY THE EDITORIAL BOARD from NYT Opinion

A judge orders the Postal Service to take ‘extraordinary measures’ to deliver ballots on time in 22 districts.

Image
By BY LUKE BROADWATER AND HAILEY FUCHS from NYT U.S.

N.E.H. Funds Restoration of Statues Toppled During Protests

Image
By Unknown Author from NYT Arts

Trump, in Minnesota, lashes out at Democrats for limiting crowd sizes.

Image
By BY ANNIE KARNI from NYT U.S.

Nursing Homes, Racked by the Virus, Face a New Crisis: Isolation

Image
By BY JACK HEALY, DANIELLE IVORY AND SERGE F. KOVALESKI from NYT U.S.

Kamala Harris Urges Voters To Vote In Large Numbers; Bring Change At White House

Image
Democratic vice presidential nominee Kamala Harris has urged the Americans to come out and vote in large numbers to bring a change at the White House. Speaking at a rally in Texas on Friday, Harris, 56, accused the Republicans of creating a confusion on votes. "Everyone should vote to bring a change at the White House. Need to realise the power of vote and the opponents are for creating confusion on votes," Harris, who is the first Democratic vice-presidential candidate to address an election rally in Republican stronghold Texas in decades, said. "They know our power. They know when we vote, things change. They know when we vote, we win. We vote to honour the ancestors. We vote because everything is at stake. Everything is at stake," Harris added. from Top World News- News18.com

Time Running Short, Trump and Biden Return to Northern Battlegrounds

Surprise victories in the Midwest catapulted President Trump to victory four years ago, and the region again looms as the critical battleground. Both candidates are focusing on it in the final days. from NYT > Top Stories

How to Take On the Tech Barons

Something has to be done about the technology sector. Here’s what to keep in mind. from NYT > Top Stories

Voters suing Minnesota over a mask mandate are asking the Supreme Court to intervene.

Image
By BY JACEY FORTIN from NYT U.S.

Time Running Short, Trump and Biden Return to Northern Battlegrounds

Image
By BY THOMAS KAPLAN AND ANNIE KARNI from NYT U.S.

Woman Who Mailed Threat to Susan Collins Gets 30 Months in Prison

Image
By BY JOHN ISMAY from NYT U.S.

¿Quién ganará Florida, Biden o Trump? Esto dicen las encuestas

Image
By BY GIOVANNI RUSSONELLO from NYT en Español

Political Satire Isn’t Dead. It’s Been Turned Into Horror Stories.

Image
By BY ANNALEE NEWITZ from NYT Opinion

Glimmers of Hope for a Winter With Tropical Travel

Image
By BY CATHERINE PORTER from NYT World

Feds Admit to Wrongly Telling New US Citizens they Could Not Vote in Nov Election

Image
U.S. Citizenship and Immigration Services, which oversees the citizenship process, said officials at some recent naturalization ceremonies mistakenly told new citizens they were ineligible to vote because the Oct. 24 registration deadline had passed. from Top World News- News18.com

No Crowds Amid Covid-19? It's a Different Story in Trump-land as Thousands Attend Rallies 'Fearlessly'

Image
Thousands of President Donald Trump’s supporters regularly cram together at campaign rallies around the country masks optional and social distancing frowned upon. from Top World News- News18.com

Where's the Division? Trump's Cabinet Visit Key States as 'Unofficial' Campaigners in Mix of Policy & Politics

Image
Members of President Donald Trump's Cabinet are logging extra miles as mostly unofficial campaign surrogates in crucial states in the final days before Tuesday’s election, blending politics and policy in ways that critics say skirt established norms and may even violate the law. from Top World News- News18.com

Death Rates Have Dropped for Seriously Ill Covid Patients

Survival rates have improved with medical advances and less crowded hospitals, studies say. But the latest record-breaking surge in infections could reverse the gains. from NYT > Top Stories

No Selfies or Hugs, but Biden Is Sneaking In Meet and Greets

From a distance, with an elbow tap instead of a hug, the former vice president is getting a version of the in-person campaigning he loves. from NYT > Top Stories

A vote-counting official in Florida who gave money to Trump’s campaign resigns.

Image
By BY NEIL VIGDOR from NYT U.S.

Five Great Things Biden Has Already Done

Image
By BY DAVID BROOKS from NYT Opinion

Trump’s Hard-Line Immigration Policies Go Before Voters

Image
By BY ZOLAN KANNO-YOUNGS from NYT U.S.

Appeals court rules Minnesota must segregate ballots received after 8 p.m. on Election Day.

Image
By BY NICK CORASANITI from NYT U.S.